Advertisment

Rushikulya River: ରୁଗ୍ଣ ହେଉଛି ଋଷିକୂଲ୍ୟା ନଦୀ !

ନଦୀ ଉପରମୁଣ୍ଡରେ ପିପଳପଙ୍କା ଡ୍ୟାମ୍ ନିର୍ମାଣ ହେଲେ ନଦୀ ସମ୍ପୂର୍ଣ୍ଣ ଭାବେ ସତ୍ତା ହରାଇବ ବୋଲି ଅଭିଯୋଗ କରିଛି ଋଷିକୂଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ।

author-image
Santosh Kumar Sahoo

ଜୀବନ ହରାଇବ କି ଗଞ୍ଜାମ ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ଋଷିକୂଲ୍ୟା ନଦୀ? ଜଳସ୍ରୋତ କମିବା ସହ କିଛି ସ୍ଥାନରେ ମରୁଭୂମି ଭଳି ଦେଖାଯାଉଥିବା ବେଳେ, ଆଗକୁ ଗ୍ରୀଷ୍ମ ଆସୁଥିବାରୁ ବଡ଼ ଜଳକଷ୍ଟ ଆଶଙ୍କା କରୁଛନ୍ତି ସ୍ଥାନୀୟ ଲୋକେ। ସେପଟେ ବର୍ଷାଭାବ, ନଦୀବନ୍ଧ ଓ ବେଆଇନ ବାଲି ଉଠାଣକୁ ଦାୟୀ କରିଛନ୍ତି ପରିବେଶବିତ୍ । ଅନ୍ୟପକ୍ଷରେ ନଦୀ ଉପରମୁଣ୍ଡରେ ପିପଳପଙ୍କା ଡ୍ୟାମ୍ ନିର୍ମାଣ ହେଲେ ନଦୀ ସମ୍ପୂର୍ଣ୍ଣ ଭାବେ ସତ୍ତା ହରାଇବ ବୋଲି ଅଭିଯୋଗ କରିଛି ଋଷିକୂଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ।

Advertisment
Ganjam Rushikulya
Advertisment
Advertisment