Raja Chakra EOW Case
ରାଜାଙ୍କୁ ଜରିଆ କରି ବଡ ମାଛ ଧରିବାକୁ ଯୋଜନା କରିଛି କି EOW ? ବଡ ନେତା, ଆଇଏଏସ ଏବଂ ଆଇପିଏସ ଅଧିକାରୀଙ୍କ ପାଖରେ ପହଞ୍ଚିବ କି କ୍ରାଇମବ୍ରାଞ୍ଚ ? ବଦ୍ରିଙ୍କ ବୟାନ ପରେ ବଢିଲା ଚର୍ଚ୍ଚା। ତଦନ୍ତ ପରିସର ଭୁକ୍ତ ହେବେ କି ରାଜାଙ୍କୁ ସାହାଯ୍ୟ କରିଥିବା ପୂର୍ବତନ ଜିଲ୍ଲାପାଳ ଆଉ ଏସପି ? ରାଜା ଚକ୍ରଙ୍କୁ ଗିରଫ ପରେ ଏବେ ଏମିତି ପ୍ରଶ୍ନ। ଏସବୁ ଭିତରେ ଗିରଫ ରାଜଚକ୍ରଙ୍କୁ ଆଜି ୧୪ ଦିନିଆ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)