ଆସନ୍ତା ୨୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ । ଏଥିପାଇଁ ସବୁ ବ୍ୟବସ୍ଥା ସରିଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ତେବେ ଆଉ ଟ୍ରାଏଲ୍ ରନ୍ ନୁହେଁ ବରଂ ସିଧା ପ୍ରକ୍ରିୟା ଚାଲୁହେବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି। ଭକ୍ତ ଏହାକୁ ସ୍ବାଗତ କରିଥିବା ବେଳେ ସେପଟେ ବିନା ଟ୍ରାଏଲରେ ଧାଡ଼ି ଦର୍ଶନ ଲାଗୁକୁ ବରିଷ୍ଠ ସେବାୟତ ନାପସନ୍ଦ କରିଛନ୍ତି।
Published By: Sujit kumar Swain
Last updated: 14 January 2025, 11:14 PM IST
ମହିଳାଙ୍କ ପାଇଁ ଯୋଜନା । ଆବେଦନ କରୁଛନ୍ତି ପୁରୁଷ । ପୁଅ କହୁଛନ୍ତି ଆମକୁ ଦିଅ ସୁଭଦ୍ରା ଟଙ୍କା । ସୁଭଦ୍ରା ଯୋଜନାକୁ ନେଇ ଏମିତି ଏକ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ମହିଳାଙ୍କ ପାଇଁ ହୋଇଥିବା ଏହି ସ୍କିମରେ ଆବେଦନ କରିଛନ୍ତି ପୁରୁଷ ।