ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ହେବାକୁ ଯାଉଥିବା ବେଳେ, ପୁରୁଣା ସରକାରଙ୍କ BSKY ପେଡି ଖୋଲିବେ ନୂଆ ସରକାର । BSKYରେ କେମିତି ହେଉଥିଲା ଦୁର୍ନୀତି, କେଉଁ ହସ୍ପିଟାଲ କରୁଥିଲେ ଏକ୍ସଟ୍ରା ବିଲ୍ । କେଉଁ କେଉଁ ସରକାରୀ ଅଧିକାରୀ ଥିଲେ ସାମିଲ । ତାର ତଦନ୍ତ କରିବାକୁ ନୂଆ ସରକାର ପ୍ରସ୍ତୁତ ହେଉଥିବା କହିଛନ୍ତି ଆଇନ ମନ୍ତ୍ରୀ ।
Published By: Sujit kumar Swain
Last updated: 14 January 2025, 11:17 PM IST
ଆଜି ଉପକୂଳ ଓଡ଼ିଶା ସମେତ ମୟୂରଭଂଜ ଏବଂ କେନ୍ଦୁଝର ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ମଧ୍ୟ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।