ରାଜବ୍ୟାପୀ ଆଳୁ ହଲଚଲ୍। ଦର ଶୁଣି ହଲକ ଶୁଖିଯାଉଛି। କୁତ୍ରିମ ଅଭାବ ଯୋଗୁ ଖାଉଟି କଲବଲ ହେଉଛି । ପ୍ରାୟ ୪ ଦିନ ହୋଇଗଲାଣି, ସ୍ବାଭାବିକ ସ୍ଥିତିକୁ ଫେରିପାରୁନି ଆଳୁର ଦାମ୍ । କେଉଁଠି ବିକ୍ରି ହେଉଛି ୪୦ ଉପରେ ତ ଆଉ କେଉଁଠି ୫୦। ଭୁବନେଶ୍ୱର, ବାଲେଶ୍ବର ଏବଂ ବ୍ରହ୍ମପୁରରେ ୪୫ ଏବଂ କଟକ ଛତ୍ର ବଜାରରେ ସର୍ବାଧିକ ୫୦ ଟଙ୍କାରେ ବିକ୍ରି ହେଉଛି ଆଳୁ।
Published By: Santosh Kumar Sahoo
Last updated: 28 July 2024, 10:18 PM IST
ସମସ୍ତଙ୍କର ସେଇ ସମାନ କଥା। ଚାରି ଦ୍ବାର ଖୋଲିଲା ଭଲ ହେଲା। କିନ୍ତୁ...? ହଁ ସେଇ କିନ୍ତୁଟି ହେଲା ଶ୍ରୀମନ୍ଦିର ଭିତର ଦର୍ଶନ କଷ୍ଟ।.