Advertisment

ଶୋଇଥିଲା ପ୍ରଶାସନ, ଶରଧାବାଲିରେ ତାଣ୍ଡବ କଲା ଯମ

କାଳ ସାଜି ଭିଡ଼ ଭିତରକୁ ପଶିଥିଲା ଟ୍ରକ୍‌। ଖସି ପଡିଥିଲା ଚାରମାଳ କାଠ। ହୋ ହାହ୍ଲା ଠେଲାପେଲା ଭିତରେ ପଡିଯାଇଥିଲେ ପତ୍ନୀ।

author-image
Lipsa Mohapatra

ରଥରେ ଜଗାକୁ ଦେଖିବା ପାଇଁ ପତ୍ନୀ ଓ ପିଲାଙ୍କୁ ନେଇ ଧାଇଁ ଆସିଥିଲେ ପୁରୀ। ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଅନଦ୍ରା ହୋଇ ପଡି ରହିଥିଲେ ବଡ଼ଦାଣ୍ଡରେ। ପହୁଡ ଭାଙ୍ଗିଲେ ଦର୍ଶନ କରିବେ। ଏଥିପାଇଁ ଅପଲକ ନୟନରେ ଚାହିଁ ରହିଥିଲେ। ହେଲେ ଏତିକି ବେଳେ ମାଡି ଆସିଥିଲା ଭିଡ। କାଳ ସାଜି ଭିଡ଼ ଭିତରକୁ ପଶିଥିଲା ଟ୍ରକ୍‌। ଖସି ପଡିଥିଲା ଚାରମାଳ କାଠ। ହୋ ହାହ୍ଲା ଠେଲାପେଲା ଭିତରେ ପଡିଯାଇଥିଲେ ପତ୍ନୀ।

Advertisment
Puri Stampede
Advertisment
Advertisment