ଦୁଷ୍କର୍ମ ମାମଲାରେ ଏବେ ଜେଲରେ ଅଛନ୍ତି ୪୫ନଂ ୱାର୍ଡ କର୍ପୋରେଟର ଅମରେଶ ଜେନା। ଗତରାତିରେ କିଛି ଯୁବକ ତାଙ୍କ ୱାର୍ଡ ଅଫିସରେ ପଶି ବ୍ୟାପକ ଭଙ୍ଗାରୁଜା କରି ଫେରାର ହୋଇଯାଇଛନ୍ତି ।
Published By: Manasranjan Mohanty
Last updated: 10 August 2025, 12:38 PM IST
ଏଠାରେ ହୋଇଥିବା ପ୍ରଳୟ ମାତ୍ର ୩୪ ସେକେଣ୍ଡରେ ସବୁକିଛି ଛାରଖାର କରିଦେଇଥିଲା। ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏବେ ବି ଚାଲିଛି ଉଦ୍ଧାର କାର୍ଯ୍ୟ। ଦେଖନ୍ତୁ ଦେବଭୂମିରେ ଆଜିର ଦୃଶ୍ୟ।