Advertisment

ଫସାଇ ଦେଲା ୨ ମହିଳା ଇଞ୍ଜିନିୟରଙ୍କ ଟଙ୍କା ଲୋଭ

ଲାଞ୍ଚ ନେଉଥିବା ସମୟରେ ରଙ୍ଗେ ହାତ ଧରିଥିଲା ଭିଜିଲାନସ। ଅଭିଯୋଗ ପାଇବା ପରେ ଏ ଦୁଇ ମହିଳା ଇଞ୍ଜିନିୟରଙ୍କୁ ଧରିବା ପାଇଁ ଭିଜିଲାନ୍ସ କରିଥିଲା ପ୍ରି ପ୍ଲାନ।

author-image
Santosh Kumar Sahoo

ଲାଞ୍ଚ ନେଉଥିବା ସମୟରେ ରଙ୍ଗେ ହାତ ଧରିଥିଲା ଭିଜିଲାନସ। ଅଭିଯୋଗ ପାଇବା ପରେ ଏ ଦୁଇ ମହିଳା ଇଞ୍ଜିନିୟରଙ୍କୁ ଧରିବା ପାଇଁ ଭିଜିଲାନ କରିଥିଲା ପ୍ରି ପ୍ଲାନ। କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ କାର୍ଯ୍ୟରତ ଥିବା ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନସ ହାତରେ ଧରାପଡିଥିଲେ।

Advertisment
Koraput Vigilance
Advertisment
Advertisment