Advertisment

ଆସନ୍ତାକାଲି ‘ପାଟଣାଗଡ଼’ ରାୟ

ପୁଞ୍ଜିଲାଲଙ୍କୁ ମିଳିବ ବି ଶାସ୍ତି? ବିସ୍ଫୋରଣ ନିଜେ କରିଥିଲେ ନା କାହା ଦ୍ବାରା? ସେ ଦୋଷୀ ନା ନିର୍ଦ୍ଦୋଷ ? ପ୍ରାୟ ୭ ବର୍ଷ ପରେ ବି କାନରେ ଚିତ୍କାର କରୁଛି।

author-image
Santosh Kumar Sahoo

୭ ବର୍ଷ ଅପେକ୍ଷାର ଘଟିବାକୁ ଯାଉଛି ଅନ୍ତ, ଆସିବ ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ରାୟ। ପୁଞ୍ଜିଲାଲ ଏକମାତ୍ର ଦୋଷୀ ନା ଆଉ କିଏ ସାମିଲ ? କି ଦଣ୍ଡ ପାଇବ ଅଭିଯୁକ୍ତ? ପାଟଣାଗଡ଼ ବୋମା ବିସ୍ଫୋରଣ ଘଟଣାର ପ୍ରାୟ ୭ ବର୍ଷ ପରେ ଆସନ୍ତାକାଲି ଚୂଡ଼ାନ୍ତ ରାୟ ଶୁଣାଇବେ କୋର୍ଟ। ମୃତ ସୌମ୍ୟଶେଖରଙ୍କ ପରିବାର ପ୍ରତିଦିନ ସେଇ ନ୍ୟାୟକୁ ଅନେଇ ବସିଛନ୍ତି।

Advertisment
Patnagarh Parcel Bomb Blast
Advertisment
Advertisment