Advertisment

୨୦ ବର୍ଷ ଧରି ହେଉଛି ଅଦିନିଆ ରଥଯାତ୍ରା!

ଏ ପ୍ରସଙ୍ଗରେ ବିରୋଧୀ କେବଳ ଗୁଜବ କରୁଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତେବେ ଦିଲ୍ଲୀରେ ଆଗକୁ ଏଭଳି ନକରିବାକୁ ସେମାନଙ୍କୁ ତାଗିଦ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

author-image
Santosh Kumar Sahoo

ନୂଆ ନୁହେଁ ଦିଲ୍ଲୀରେ ଅଦିନିଆ ରଥଯାତ୍ରା। ଗଲା ୨୦ ବର୍ଷ ଧରି ଦିଲ୍ଲୀରେ ଅଦିନରେ ରଥଯାତ୍ରା ପାଳନ କରୁଛି ଶ୍ରୀ ଗୀତାଭବନ ପଞ୍ଚାୟତି ଟ୍ରଷ୍ଟ। ଅଦିନିଆ ରଥଯାତ୍ରା ବିବାଦ ପରେ ସଫେଇ ଦେଇ ଏଭଳି କହିଛନ୍ତି ଖୋଦ୍ ରଥଯାତ୍ରା ଆୟୋଜନ କରିଥିବା ସଂସ୍ଥା ଶ୍ରୀ ଗୀତାଭବନ ପଞ୍ଚାୟତି ଟ୍ରଷ୍ଟର ମୁଖ୍ୟ ପୂଜକ ପଣ୍ଡିତ ଦୀନବନ୍ଧୁ ଗୋସ୍ବାମୀ। ଅନ୍ୟପଟେ ଏ ପ୍ରସଙ୍ଗରେ ବିରୋଧୀ କେବଳ ଗୁଜବ କରୁଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତେବେ ଦିଲ୍ଲୀରେ ଆଗକୁ ଏଭଳି ନକରିବାକୁ ସେମାନଙ୍କୁ ତାଗିଦ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Advertisment
Delhi Ratha Yatra
Advertisment
Advertisment