Liquor
ଦିନେ କି ଅଧେ ନୁହେଁ, ମାସେ କି ବର୍ଷେ ବି ନୁହେଁ । ବର୍ଷ ବର୍ଷ ଧରି ବେଆଇନ ମଦର ପସରା ବସାଇ ଲୋକଙ୍କ ଜୀବନ ସହ ଖେଳୁଛନ୍ତି ମାଫିଆ । ଗଞ୍ଜାମ ଜିଲ୍ଲା ହେଉ କିମ୍ବା ରାଜଧାନୀରୁ ରାଜ୍ୟବ୍ୟାପୀ । ଘନ ଘନ ରେଡ୍ ଭିତରେ ମାଟି ଭିତରୁ ମୁଣ୍ଡ ଟୁଙ୍ଗାରୁଛି ବେଆଇନ ମଦ ମାଫିଆଙ୍କ ଅସଲ ଚେହେରା । ଆଉ ସେଭଳି ମଦ କେମିତି ବିଷ ପାଲଟି ପ୍ରାଣ ନେଉଛି ଗଞ୍ଜାମ ଚିକିଟିରେ, ତା’ର ଅଙ୍ଗେନିଭା କାହାଣୀ ବଖାଣିଛନ୍ତି ଭୁକ୍ତଭୋଗୀଙ୍କ ପରିବାର ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)