ବିତିଲା ୨ ବର୍ଷ ଫିଟିଲାନି ରହସ୍ୟ
ନବ ଦାସ ହତ୍ୟାକାଣ୍ଡକୁ ୨ ବର୍ଷ ପୂରିଛି । ହେଲେ ଏବେ ବି ହତ୍ୟାକାଣ୍ଡ ରହସ୍ୟାବୃତ । ନେତାଙ୍କଠୁ ଆରମ୍ଭ କରି ଜନତା । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଗୋପାଳ ଆଢୁଆଳରେ ପ୍ରକୃତ ଦୋଷୀ ଖସି ଯାଇଛି କି ? ବିଜେପି, କଂଗ୍ରେସ ସେତେବେଳର କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇ ଥିବା ବେଳେ ବିଜେଡି କହିଛି CBIକୁ ତଦନ୍ତ ଲାଗି ଲିଖିତ ଅଭିଯୋଗର ଆବଶ୍ୟକତା ନାହିଁ । ସରକାର ଚାହିଁଲେ ଦେଇପାରିବେ । ଏହାଭିତରେ ଝିଅ ଦୀପାଳି ଦାସ କହିଛନ୍ତି CBI ତଦନ୍ତ ଲାଗି ଖୁବଶୀଘ୍ର ଲିଖିତ ଭାବେ ସରକାରଙ୍କୁ ଜଣାଇବି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)