TRUMP-TARIFF
ଟ୍ରମ୍ପଙ୍କ ଟାରିଫର ସିଧା ପ୍ରଭାବ ପଡ଼ିଛି ଓଡ଼ିଶାର ଚିଙ୍ଗୁଡ଼ି ଚାଷ ଉପରେ। ଗଞ୍ଜାମରୁ ବାଲେଶ୍ବର ଯାଏଁ ରାଜ୍ୟର ବିସ୍ତୀର୍ଣ୍ଣ ସମୁଦ୍ରକୂଳରେ ଚାଷ ହେଉଥିବା କୋଟି କୋଟି ଟଙ୍କାର ଚିଙ୍ଗୁଡ଼ି ଚାଷ ଉପରେ ପକାଇଛି ବଡ଼ ପ୍ରଭାବ। କାରଣ ଟ୍ରମ୍ପଙ୍କ ୫୦ ପ୍ରତିଶତ ଟାରିଫ୍ ଏବେ ଚାଷୀଙ୍କ ଅଣ୍ଟା ଭାଙ୍ଗିଛି। ହଠାତ୍ ଦର କମି ଯିବା ପରେ, ଟନ୍ ପିଛା ପାଖାପାଖି ୨୦ ହଜାର ଟଙ୍କା କ୍ଷତି ସହିବାକୁ ପଡୁଛି। ଚିଙ୍ଗୁଡ଼ି ଚାଷୀ ଓ ବ୍ୟବସାୟୀଙ୍କ ଉପରେ ଟ୍ରମ୍ପଙ୍କୁ ଟାରିଫ୍ ମାଡ଼କୁ ନେଇ ଦେଖନ୍ତୁ ଓଟିଭିର ଗ୍ରାଉଣ୍ଡ ରିପୋର୍ଟ..
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)