Bird Lover Chinmayee Das
ହାତରେ କିଛି ମାଟି ପାତ୍ର ଓ ପିଇବା ପାଣି, ସାଙ୍ଗରେ ଖଣ୍ଡିଏ ସିଡି। ପ୍ରଚଣ୍ଡ ତାତିରେ ଘଂଚ ଜଙ୍ଗଲ ଓ ପାହାଡରେ ଘୁରି ବୁଲୁଛନ୍ତି କିନ୍ନର ଚିନ୍ମୟୀ। ଗଛକୁ ଗଛ ଚଢି ପଶୁପକ୍ଷୀଙ୍କ ପାଇଁ ବ୍ୟବସ୍ଥା କରୁଛନ୍ତି ପିଇବା ପାଣିର। କେଉଁଠି ଗଛ କୋରଡରେ କଳସରେ ପାଣି ରଖୁଛନ୍ତି ତ କେଉଁଠି ଶିକାରେ ଝୁଲାଇ ଦେଉଛନ୍ତି। ଖରାରେ ଡହଳ ବିକଳ ହେଉଥିବା ପଶୁପକ୍ଷୀଙ୍କ ପାଟି ଫିଟୁନଥିବାରୁ ସେମାନଙ୍କ ଦରଦ ବୁଝିଛନ୍ତି ଚିନ୍ମୟୀ। କେବଳ ପାଣି ନୁହେଁ, ଖାଦ୍ୟ ବି ଦେଉଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)