boy looks for missing mother's path
ମତେ ଏକା ଛାଡ଼ିଦେଇ କୁଆଡେ ଗଲୁ। ମୁଁ ତୋ ବିନା କେମିତି ରହିବି। କେମିତି ଖାଇବି, କେମିତି ବଞ୍ଚିବି। କାହା ପାଖରେ ଆଉ ଅଝଟ କରିବି। କାହା କୋଳରେ ଶୋଇବି। ଏଭଳି ଭାବି ମା’ର ଫଟୋକୁ ଧରି ଅଣ୍ଡାଳୁଛି କୁନି ପୁଅ। ବୟସ ୨ ବର୍ଷ। ବେଶି କିଛି ସେ ଜାଣିନି। ଭଲ କି ତା’ କୁନି ପାଟିରେ କଥା ବି ବାହାରୁନି। କିନ୍ତୁ ଖନି ପଟିରେ ଚାରିଆଡେ ମା’କୁ ଖୋଜୁଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)