Terror Threat
ତିନି ତିନି ଥର ହିଡେନ୍ କ୍ୟାମେରା। ପରେ ମେଘନାଦ ପାଚେରୀ ଡେଇଁ ପ୍ରବେଶ। ଆଉ ଏବେ ଆତଙ୍କବାଦୀ ଧମକ। ଚରିଆଡେ ଲାଗିଛି ସିସିଟିଭି। ଜଗିଛନ୍ତି ମାଳ ମାଳ ପୋଲିସ ଓ ସୁରକ୍ଷାକର୍ମୀ। ପ୍ରତି ମୁହୂର୍ତ୍ତରେ ହେଉଛି କଡ଼ା ଚେକିଂ। ତଥାପି ଶ୍ରୀମନ୍ଦିର ସୁରକ୍ଷାରେ ବାରମ୍ବାର ଦେଖାଦେଉଛି ତ୍ରୁଟି। ଏବେ ଆତଙ୍କବାଦୀଙ୍କ ନାଁ ନେଇ ଦିଆଯାଇଛି ଧମକପୂର୍ଣ୍ଣ ବାର୍ତ୍ତା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)