#ରାଗିଲେ_ସୁଜାତା #ଛାଡ଼ିଦେଲେ_ଚାକିରି !
୩୧ ମେ’ ୨୦୨୪ରୁ ୨୬ ନଭେମ୍ବର ୨୦୨୪ । ମ୍ୟାଡ୍ୟାମ୍ ନେଇଥିଲେ ୬ ମାସର ଲମ୍ବା ଛୁଟି । କାରଣ ଥିଲା ଚାଇଲ୍ଡ କେୟାର ଲିଭ । ନବୀନ ସରକାରରେ ଥିବାବେଳେ ସୁଜାତା କରିଥିଲେ ଆବେଦନ, ସଙ୍ଗେ ସଙ୍ଗେ ସରକାର ବି ଦେଇଥିଲେ ଛୁଟି । ହେଲେ ପରେ.
Published By: Saroj Kumar Jena
Last updated: 29 March 2025, 12:54 PM IST
କିସ୍ରେ ଛାତ୍ରଛାତ୍ରୀଙ୍କ ରହଣୀ ଅତି ନିମ୍ନମାନର, ଆଦିବାସୀ ପିଲା ରହୁଥିବା କୋଠରୀ ଗୁଡ଼ିକରେ ଅତ୍ୟଧିକ ଭିଡ଼ ଓ ଆବଶ୍ୟକ ପରିମାଣର ଟଏଲେଟର ଅଭାବ, ଅପରିଷ୍କାର ପରିବେଶ ସାଙ୍ଗକୁ ମୌଳିକ ସୁବିଧାର ଅଭାବ ନେଇ ଦୀର୍ଘ ୮ବର୍ଷ ତଳୁ ଅର୍ଥାତ୍ ୨୦୧୭ ଜୁଲାଇ ୬ରେ ଜିଲ୍ଲା ଶିଶୁ ବିକାଶ କଲ୍ୟାଣ କମିଟି ବା CWC ରିପୋର୍ଟ ଓ ସୁପାରିସ କରିଥିଲେ ।