ଦିନ ଚାରିଟା ଯାଇନି, ପୁଣି ଆଳୁ ପାଇଁ ହାହାକାର ସ୍ଥିତି । ବଜାରରୁ ଉଭାନ ହୋଇଯାଇଛି ଏହି ଅତି ଦରକାରୀ ପରିବା । କିଏ ଅଳ୍ପ ରଖିଛି ତ ଆଉ କାହାର ଦୋକାନ ବନ୍ଦ। ଦର ବି ଉଚ୍ଚା । ତିନି ଦିନ ତଳେ କିଲେ ଆଳୁ ୩୦ରୁ ୩୫ ଟଙ୍କାରେ ମିଳୁଥିଲା । ଆଜି ହାଫ୍ ସେଞ୍ଚୁରୀ ମାରିଛି । ଆଳୁ ଆସୁନଥିବାରୁ ମନ ଇଛା ଦର କଷୁଛନ୍ତି ବ୍ୟବସାୟୀ, ଉପାୟଶୂନ୍ୟ ଗ୍ରାହକ ।
Published By: Satyendu Shekher Mishra
Last updated: 06 August 2024, 09:59 PM IST
ତିନି ଦିନ ଧରି ଲାଗିରହିଥିବା ସସପେନ୍ସର ଆଜି ଅବସାନ ଘଟିଛି । କିନ୍ତୁ, ଉଦ୍ଧାର ପରେ କେହି ମଧ୍ୟ ଜୀବିତ ନଥିବାରୁ ମଉଳି ଯାଇଛି ପରିବାରର ଆଶା l