Advertisment

ଆଳୁ ଦରରେ ଲାଗିଛି ନିଆଁ

ଆଉ ଦରବୃଦ୍ଧି କାରଣ କ’ଣ, ବୁଝିବା ପୂର୍ବରୁ ଏବେ ୪୫ ଟଙ୍କାରେ ପହଞ୍ଚିଗଲାଣି । ଯେହେତୁ ରୋଷେଇ ଘର ପାଇଁ ଆଳୁ ନିହାତି ଆବଶ୍ୟକ, ଦର ବଢ଼ିଲେ ବି ଅଧିକ ପଇସା ଦେଇ କିଣିବାକୁ ଖାଉଟି ବାଧ୍ୟ ।

author-image
Santosh Kumar Sahoo

୫ଦିନରେ ଆଳୁ ୧୦ ରୁ ୧୫ ଟଙ୍କା ମହଙ୍ଗା । କିଲୋ ପିଛା ୪୦ରୁ ୪୫ ଟଙ୍କାରେ ବିକ୍ରି ହେଉଛି। କିଛି ସ୍ଥାନରେ ଖୁଚୁରା ଦର ୫୦ ବି ଛୁଇଁଲାଣି । ଆଳୁର ଏମିତି ଦରବୃଦ୍ଧି ଦେଖି ଗ୍ରାହକ ଛାନିଆ । କହୁଛନ୍ତି, ଗତ ଜୁଲାଇ ୨୦ ତାରିଖରେ ଖୁଚୁରା ବଜାରରେ ଆଳୁ କିଲୋ ୩୦ରୁ ୩୨ ଟଙ୍କାରେ ବିକ୍ରି ହେଉଥିଲା । ହେଲେ ୨୧ ତାରିଖରେ ହଠାତ୍ ୪୦ ଟଙ୍କା ହୋଇଗଲା ।

Advertisment
Potato Price
Advertisment
Advertisment