Advertisment

Video: ଅଣ୍ଡର ପ୍ରୋସେସ୍ ଦେଖାଉଛି କି ସୁଭଦ୍ରା ଆବେଦନ ?

୫ ଏକର ଜମି ନଥାଇ, ସେହି ଆଧାରରେ ଯୋଜନାରୁ ବଞ୍ଚିତ ହୋଇଛନ୍ତି କି? 'ଲଗ୍ ଆଉଟ୍' ଭାବି ଭୁଲରେ 'ଅପ୍ଟ ଆଉଟ୍' ଲିଙ୍କରେ କ୍ଲିକ୍ କରିଛନ୍ତି କି ? ଯଦି ହଁ, ତେବେ ଏବେ ବି ଆପଣଙ୍କ ପାଖରେ ଅଛି 'ସୁଭଦ୍ରା' ସୁଯୋଗ ।

author-image
Santosh Kumar Sahoo

ସୁଭଦ୍ରା ଆବେଦନ ଅଣ୍ଡର ପ୍ରୋସେସ ଦେଖାଉଥିବା ଆଶାୟୀଙ୍କ ପାଇଁ ଖୁସି ଖବର । ଯୋଗ୍ୟତା ଥିବା ସତ୍ତ୍ୱେ ସହାୟତା ରାଶି ପାଇନଥିଲେ, ପୋର୍ଟାଲରେ ଅଭିଯୋଗ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏଥିସହ OTP ଜରିଆରେ e KYC କରିଥିଲେ, ବାୟୋମେଟ୍ରିକ୍ ଦ୍ୱାରା ପୁଣିଥରେ କରନ୍ତୁ ବୋଲି ସେ କହିଛନ୍ତି ।

Advertisment
Subhadra KYC
Advertisment
Advertisment