Advertisment

ଓଡ଼ିଶାରେ ଯୁବ IASଙ୍କ କଳା କାରନାମାକୁ ନେଇ ଦେଶବ୍ୟାପୀ ହଇଚଇ

ଲାଞ୍ଚ ତ ଲାଞ୍ଚ, ପୁଣି IAS ଅଫିସରଙ୍କ ଲାଞ୍ଚ। ଲକ୍ଷେ କି ଦୁଇ ଲକ୍ଷ ନୁହଁ, ସିଧା ୨୦ ଲକ୍ଷ ଡିଲ୍...ତା’ଭିତରୁ ୧୦ ଲକ୍ଷ ଆଡଭାନ୍ସ। ଏହି ଆଡ଼ଭାନ୍ସ ପାଇଁ ଏବେ IAS ବାବୁଙ୍କ ଖେଳ ଖତମ୍।

author-image
Santosh Kumar Sahoo

୪ବର୍ଷ ତଳେ IAS ପାଇଥିଲେ। ନୂଆ ନୂଆ ବନିଥିଲେ ଉପଜିଲ୍ଲାପାଳ। କିନ୍ତୁ ଲାଞ୍ଚ ମୋହ ଏମିତି ଘାରିଲା ଯେ ଭିଜିଲାନ୍ସ ହାବୁଡ଼ରେ ପଡ଼ି ଗିରଫ ହୋଇ ଜେଲ୍ ଯାଇଛନ୍ତି ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା। ଜଣେ କ୍ରସର ବ୍ୟବସାୟୀଙ୍କ ଠାରୁ ୧୦ ଲକ୍ଷ ଲାଞ୍ଚ ନେବାବେଳେ ରେଡ୍ ହ୍ୟାଣ୍ଡେଡ୍ ଧରାପଡ଼ିଛନ୍ତି ଯୁବ IAS। ସରକାରୀ ବାସଭବନରୁ ବି ମିଳିଛି ଆଉ ୪୭ ଲକ୍ଷରୁ ଅଧିକ ନଗଦ ନୋଟ୍। ତେବେ ବାବୁଙ୍କ ଏତେବଡ଼ ଲାଞ୍ଚ କାରବାର କାହିଁକି ? କାହିଁକି କ୍ରସର୍ ମାଲିକ ଲାଞ୍ଚ ପାଇଁ କରିଥିଲେ ଡିଲ୍ ? ଏହି ଟଙ୍କା ନିଜ ପାଇଁ ନେଉଥିଲେ ନା ଏହାପଛରେ ଆଉ କିଏ ? ବଢ଼ିଛି ଚର୍ଚ୍ଚା।

Advertisment
Odisha Vigilance Raid IAS Officer
Advertisment
Advertisment