Rakhi for Soldiers
ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଚାରି ଆଡେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ହେଲେ ଦେଶର ସୁରକ୍ଷା ଦାଇତ୍ୱରେ ଥିବା ଯବାନ ନିଜ ପାରିବାର ଓ ନିଜ ଭଉଣୀ ଠାରୁ ଦୂରରେ ରହି ଆମକୁ ସୁରକ୍ଷା ଦେଉଛନ୍ତି। ହେଲେ ତାଙ୍କ ପାଇଁ ଚିନ୍ତା କରି ରାକ୍ଷୀ ତିଆରି କରି ପଠାଇଛନ୍ତି କଲେଜ ଝିଅମାନେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)