ଖୁବ୍ ଶୀଘ୍ର ରାଜ୍ୟ ଦେଖିବ ନୂଆ ପୋଲିସ ମୁଖିଆ । ସ୍ଥାୟୀ ପୋଲିସ ଡିଜି ନିଯୁକ୍ତି ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ରାଜ୍ୟ ପୋଲିସ ମୁଖ୍ୟାଳୟ ମାଗିଲା ୩ ବରିଷ୍ଠ IPS ଅଫିସରଙ୍କ ବାୟୋଡାଟା । ନୂଆ ଡିଜିପି ନିଯୁକ୍ତି ଚର୍ଚ୍ଚା ଭିତରେ ୧୯୮୮ ବ୍ୟାଚର ଆଇପିଏସ ଅଫିସର ଅରୁଣ କୁମାର ରାୟ, ୧୯୮୯ ବ୍ୟାଚର ଏସ.ଏମ. ନରବାଣେ ଓ ୧୯୯୦ ବ୍ୟାଚର ଆଇପିଏସ ଅଫିସର ଯୋଗେଶ ବାହାଦୂର ଖୁରାନିଆଙ୍କୁ ସେମାନଙ୍କ ବାୟୋଡାଟା ଦେବାକୁ କହିଛି ରାଜ୍ୟ ପୋଲିସ ମୁଖ୍ୟାଳୟ।
Published By: Satyendu Shekher Mishra
Last updated: 05 August 2024, 09:59 PM IST
ପ୍ରତି ମଞ୍ଚାରେ ବନରକ୍ଷୀ,ଭିଏସଏସ ଓ ନିଆଁ ଲିଭାଳୀ ଟିମ୍ ମୁତୟନ ହୋଇଛନ୍ତି । ନୂଆ କୌଶଳ ଦ୍ବାରା ଜଣେ ଲେଖାଏଁ ବନରକ୍ଷୀଙ୍କ ଅଧିନରେ ୫୦୦ ହେକ୍ଟର ପର୍ଯ୍ୟନ୍ତ ଜଙ୍ଗଲ ସୁରକ୍ଷିତ ରହିପାରିବ ବୋଲି କହିଛନ୍ତି କୋରାପୁଟ ଡିଏଫଓ ।