Advertisment

ଫ୍ୟାନରେ ଝୁଲୁଛି ଲକ୍ଷ୍ମୀପ୍ରିୟା

ଏ ଫଟୋ ଯେମିତି ଆଜିବି କଥା କହୁଛି । ହେଲେ ନିରବୀ ଯାଇଛନ୍ତି ଏ ନବବଧୂ । କଥାରେ ଅଛି ପରା ବାପ ଘରୁ ସବାରୀ ଉଠେ... ଆଉ ଶାଶୂ ଘରୁ କୋକେଇ । ଆଉ ସେହି କଥା ଏତେ ଜଳଦି ହେବ କାହାକୁ ବି ଜଣା ନଥିଲା । ବାହାଘରର ମାତ୍ର ୨ମାସ ପରେ ଫ୍ୟାନ୍‌ରେ ଝୁଲି ସବୁଦିନ ପାଇଁ ଶୋଇ ଯାଇଛନ୍ତି ଲକ୍ଷ୍ମୀପ୍ରିୟା ସେଠୀ

author-image
Pallipuspa Samal
Special Story
Advertisment
Advertisment