""
ଓଡିଶା Videos କୋକେଇରେ ପୁଅ...ମାଆ କହୁଛି ମୋ ପୁଅ ଶୋଇଛି ମୁଣ୍ଡ କଚାଡି କାନ୍ଦୁଛି ଜନ୍ମକଲା ମା’ । ମଝିରେ ମଝିରେ ଚେତା ମଧ୍ୟ ଚାଲିଯାଉଛି । ଆଉ କାନ୍ଦବୋବାଳିରେ ଫାଟି ପଡ଼ୁଛି ପୂରା ପରିବାର । ପୁଅର ପସନ୍ଦର ଖାଦ୍ୟ ଆରିସା ପିଠା ରହିଛି ମୁଣ୍ଡ ପାଖରେ । ଯେମିତି ପାଗେଳୀ ହୋଇ ମା ଏବଂ ବଡ଼ମାଆ ପୁଅ ଶବକୁ ମ୍ୟାଗୀ ଖୁଆଉଛନ୍ତି । Pallipuspa Samal 21 Jan 2025 13:16 IST Odisha Student Found Dead Special StoryAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ