Advertisment

Pade Akasha Sparks Change: ରିଲିଜ୍ ହେଲା ତରଙ୍ଗ ସିନେ ପ୍ରଡକ୍ସନର ବହୁ ପ୍ରତୀକ୍ଷିତ ସିନେମା ପାଦେ ଆକାଶ

ଶ୍ରୁତି ମହାପାତ୍ରଙ୍କ ଜୀବନ ଉପରେ ଆଧାରିତ 'ପାଦେ ଆକାଶ' ଶ୍ରୁତିଙ୍କ ଜରିଆରେ ବଖାଣିଛି ଶ୍ରୀମନ୍ଦିରରେ ନିଇତି ଦିବ୍ୟାଙ୍ଗ ଭୋଗୁଥିବା ସମସ୍ୟାର କାହାଣୀ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଏହି ଫିଲ୍ମକୁ ଦେଖି ଭାବବିହ୍ବଳ ହେବା ସହ କରିଥିଲେ ହୃଦୟସ୍ପର୍ଶୀ ଘୋଷଣା ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି

ଆଜି ପରଦାରେ ମୁକ୍ତିଲାଭ କରିଥିବା 'ପାଦେ ଆକାଶ' । ଏହା କେବଳ ଡକ୍ଟର ଶୃତି ମହାପାତ୍ରଙ୍କ ଜୀବନ ସଂଘର୍ଷର କାହାଣୀ ନୁହେଁ । ଏହା ପ୍ରତିଦିନ ଦିବ୍ୟାଙ୍ଗ ମାନେ ପାଦେ ପାଦେ ଭୋଗୁଥିବା ଅସଂଖ୍ୟ ସମସ୍ୟାର ଜଳଛବି । ତେବେ ଏହି ଫିଲ୍ମ ଜରିଆରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନ କରିଛି ତରଙ୍ଗ ସିନେ ପ୍ରଡକ୍ସନ୍ସ । ତାହା ହେଉଛି, ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଦିବ୍ୟାଙ୍ଗମାନେ ଭୋଗୁଥିବା ସମସ୍ୟାର କଥା ।

Advertisment
Odisha Srimandir SJTA Chief Tarang Cine Productions
Advertisment
Advertisment