Advertisment

ଶ୍ରୀଜିଉଙ୍କ ବନକଲାଗି ପାଇଁ ଅଭାବ ପଡୁଛି କସ୍ତୁରୀ

ମହାପ୍ରଭୁଙ୍କ ‘କସ୍ତୁରୀ’ ଅଭାବ। ଶ୍ରୀଜିଉଙ୍କ ବନକଲାଗି ପାଇଁ ଅଭାବ ପଡୁଛି କସ୍ତୁରୀ। ଆବଶ୍ୟକ ମାତ୍ରାରେ ମିଳୁନି କସ୍ତୁରୀ।

author-image
Santosh Kumar Sahoo

ମହାପ୍ରଭୁଙ୍କ ‘କସ୍ତୁରୀ’ ଅଭାବ। ଶ୍ରୀଜିଉଙ୍କ ବନକଲାଗି ପାଇଁ ଅଭାବ ପଡୁଛି କସ୍ତୁରୀ। ଆବଶ୍ୟକ ମାତ୍ରାରେ ମିଳୁନି କସ୍ତୁରୀ। ଶ୍ରୀମନ୍ଦିର ଦତ୍ତମହାପାତ୍ର ସେବାୟତଙ୍କ ଅଭିଯୋଗ। ପୂର୍ବରୁ ଯେପରି କସ୍ତୁରୀ ଆସୁଥିଲା ଏବେ ଆସୁନି। ନେପାଳ ପୂର୍ବ ଭଳି କସ୍ତୁରୀ ଯୋଗାଉନି। ବନକଲାଗି ନୀତିରେ ନିହାତି ଆବଶ୍ୟକ କସ୍ତୁରୀ ।

Advertisment
Srimandir Puri Banakalagi
Advertisment
Advertisment