Advertisment

ବଦଳିଗଲା ମୃତଦେହ

ବଦଳିଗଲା ମୃତଦେହ। ଜଣଙ୍କ ଜାଗାରେ ଆସିଲା ଆଉ ଜଣଙ୍କର ମରଶରୀର। ବାଲେଶ୍ବର ସୋରରେ ଶବ ପରିବର୍ତ୍ତନ ଭଳି ଅଭାବନୀୟ ଘଟଣା ଘଟିଛି। ପୁଅର କଫିନ୍ ଖୋଲିବା ବେଳେ ଦେଖିବାକୁ ମିଳିଲା ଅନ୍ୟ ଜଣଙ୍କ ମୃତଦେହ।

author-image
Manasranjan Mohanty