ମାଲେମାଲ୍ ହେବେ SHG !
‘ସୁଭଦ୍ରା’ରେ SHGଙ୍କୁ ଗୁରୁତ୍ୱ । ସ୍ୱାବଲମ୍ବୀ ହେବେ ମହିଳା । ସୃଷ୍ଟି ହେବେ ଲକ୍ଷପତି ଦିଦି । ଆହୁରି ସଶକ୍ତ ହେବେ ସୁଭଦ୍ରା ହିତାଧିକାରୀ । SHGଙ୍କ ପାଇଁ ରାଜ୍ୟ ସରକାର ଆଉ ଏକ ନୂତନ ପଦକ୍ଷେପ ନେଇଛନ୍ତି । ପ୍ରଥମ ଥର ପାଇଁ ରାଜ୍ୟରେ ଆୟୋଜିତ ହେବାକୁ ଯାଉଛି ସୁଭଦ୍ରା ମେଳା । ଭୁବନେଶ୍ୱର ସମେତ ୪ ଜିଲ୍ଲାରେ ଏହି ମେଳା ହେବାକୁ ଯାଉଛି । ଶନିବାର ଜନତା ମଇଦାନରେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯାହାର ସବିଶେଷ ତଥ୍ୟ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)