ରଥରେ ଶେଷ ସ୍ପର୍ଶ ଦେଉଛନ୍ତି ସେବକ
ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାକୁ ମଝିରେ ଆଉ ୩ ଦିନ। ଆଜି ଅଣସର ତ୍ରୟୋଦଶୀ । ଅନବସର ଘରେ ବିରାଜିତ ମହାପ୍ରଭୁଙ୍କ ଠାରେ ଲାଗି ହେବ ଘଣାଲାଗି। ଏପଟେ ରଥ ନିର୍ମାଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ଶେଷରେ ସ୍ପର୍ଶ ଦେଉଛନ୍ତି ମହାରଣା, ରୂପକାର ଓ ଚିତ୍ରକାର ସେବକ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)