siali
ସମୁଦ୍ର_ଗିଳୁଛି_ଶିଆଳି!
ସମୁଦ୍ର ଆଁକୁ ଚାଲିଯିବ କି ଜଗତସିହଂପୁରର ଟୁରିଜିମ୍ ସ୍ପଟ୍ ଶିଆଳି। ୧୯୯୯ ମହାବାତ୍ୟା ଭଳି ଏରସମା ବ୍ଲକର ଆଖ-ପାଖ ସମୁଦ୍ର କୂଳିଆ ଗାଁକୁ ମାଡ଼ି ଆସିବ କି ଜୁଆର। ଗତକାଲି ହଠାତ୍ ଏଠି ଅଶାନ୍ତ ସମୁଦ୍ର କୂଳ ଲଂଘି ପ୍ରାୟ ୨ଶହ ମିଟର ମାଡ଼ି ଆସିବା ପରେ ବଢିଛି ଛନକା। ଜୁଆର ରୋକିବାକୁ ପଥରବନ୍ଧ ନିର୍ମାଣ ଲାଗି ବାରମ୍ବାର ଦାବି ସତ୍ତ୍ବେ ପ୍ରଶାସନ ଶୁଣୁନଥିବା ଅଭିଯୋଗ କରିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)