Advertisment

Sanitary Napkins: ବାଲେଶ୍ୱରର ରିଅଲ୍ ପ୍ୟାଡ୍‌ ମ୍ୟାନ୍‌

ଚଳଚ୍ଚିତ୍ରର କାହାଣୀ ଭଳି ଏହି ହିରୋଙ୍କ କାହାଣୀ ବି ରୋଚକ। ଇଏ ହେଉଛନ୍ତି ସେହି ସତ୍ୟ ନାରାୟଣ ନାୟକ। ଯିଏ ତିଆରି କରୁଛନ୍ତି ସାନିଟାରୀ ନାପକିନ୍‌। ପ୍ରଥମେ ନିଜ ସ୍ତ୍ରୀ ପାଇଁ ବ୍ୟବହାର ପାଇଁ ଦେଲେ ଆଉ ଆଜି ସେ ଉଦ୍ୟୋଗପତି।

author-image
Santosh Kumar Sahoo

ବାଲେଶ୍ୱରର ରିଅଲ୍ ପ୍ୟାଡ୍‌ ମ୍ୟାନ୍‌ । ଅକ୍ଷୟଙ୍କ ରାସ୍ତାରେ ସତ୍ୟ ନାରାୟଣ । ବଲିଉଡର ସୁପର ହଟି ଫିଲ୍ମ ପ୍ୟାଡ୍‌ ମ୍ୟାନ୍‌। ଏଥିରେ ଅଭିନୟ କରିଥିଲେ ଅକ୍ଷୟ କୁମାର। ରିଲ୍‌ର ଏହି କାହାଣୀ ଏବେ ପାଲଟିଛି ରିୟଲ୍‌। ଚଳଚ୍ଚିତ୍ରର କାହାଣୀ ଭଳି ଏହି ହିରୋଙ୍କ କାହାଣୀ ବି ରୋଚକ। ଇଏ ହେଉଛନ୍ତି ସେହି ସତ୍ୟ ନାରାୟଣ ନାୟକ। ଯିଏ ତିଆରି କରୁଛନ୍ତି ସାନିଟାରୀ ନାପକିନ୍‌। ପ୍ରଥମେ ନିଜ ସ୍ତ୍ରୀ ପାଇଁ ବ୍ୟବହାର ପାଇଁ ଦେଲେ ଆଉ ଆଜି ସେ ଉଦ୍ୟୋଗପତି।

Advertisment
Sanitary Napkin Odisha
Advertisment
Advertisment