Advertisment

Sakila Begam: ସାର୍ଟିଫିକେଟ୍ ହଜାଇଦେଲା ଡିଆଇ ଅଫିସ୍, ଚାକିରୀ ପାଇଁ ୩୫ ବର୍ଷ ସଂଘର୍ଷ

ସାର୍ଟିଫିକେଟ୍ ହଜାଇଦେଲା ଡିଆଇ ଅଫିସ୍ । ଅଧାରେ ରହିଗଲା ଚାକିରି ସ୍ୱପ୍ନ । ବେକାରୀ ହୋଇଗଲା ଶିକ୍ଷିତ ଝିଅ । ଭରସା ଭାଙ୍ଗିଗଲା, ବିଶ୍ୱାସ ତୁଟିଗଲା । ଅପେକ୍ଷାରେ ବିତିଗଲା ୩୫ ବର୍ଷ ।

author-image
Namita Biswal
ଅଦ୍ୟତନ ହୋଇଛି

ସାର୍ଟିଫିକେଟ୍ ହଜାଇଦେଲା ଡିଆଇ ଅଫିସ୍ । ଅଧାରେ ରହିଗଲା ଚାକିରି ସ୍ୱପ୍ନ । ବେକାରୀ ହୋଇଗଲା ଶିକ୍ଷିତ ଝିଅ । ଭରସା ଭାଙ୍ଗିଗଲା, ବିଶ୍ୱାସ ତୁଟିଗଲା । ଅପେକ୍ଷାରେ ବିତିଗଲା ୩୫ ବର୍ଷ । ଚାକିରି ବୟସ ବି ଗଡ଼ିଗଲାଣି, ସ୍ୱପ୍ନ ମଉଳି ଗଲାଣି । ଦିନେ ଏକ ପରୀକ୍ଷା ପାଇଁ ଡିଆଇ ଅଫିସରେ ନିଜ ଅରିଜିନାଲ ସାର୍ଟିଫିକେଟ୍ ଜମା କରିଥିଲେ । ହେଲେ ପାଠୁଆ ଝିଅକୁ ଆମ ବ୍ୟବସ୍ଥା ସଜେଇଦେଲା ବେକାରୀ । ଏହି ମହିଳା ହେଲେ ସକିଲା ବେଗମ ଏବଂ ଘର କୁଚିଣ୍ଡା ଅଞ୍ଚଳରେ ।

Advertisment
Odisha News Teaching Jobs Woman Struggles With Life
Advertisment
Advertisment