Advertisment

ପଥ ଉତ୍ସବରେ ଜମୁଛି ଆସର

ରାଉରକେଲା ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି ପଥ ଉତ୍ସବ। ନୃତ୍ୟ ଗୀତ ସହ ଜମିଛି ଭଳିକି ଭଳି ଖାଦ୍ୟର ଆସର। ରାସ୍ତାରେ ଗରିଲା ବୁଲୁଥିବା ବେଳେ ପିଲାଙ୍କୁ ହସାଉଛି ଜୋକର।

author-image
Manasranjan Mohanty