kadali
#ଝାଡ଼ାବାନ୍ତି_ଆକ୍ରାନ୍ତଙ୍କୁ_ଚୁଡ଼ା_ସାଙ୍ଗରେ_କଞ୍ଚା_କଦଳୀ
ଝାଡ଼ାବାନ୍ତି ରୋଗୀଙ୍କୁ କଞ୍ଚା କଦଳୀ। ପାଚିଲା ମିଳିଲାନି ବୋଲି ଚୁଡ଼ା ସାଙ୍ଗେ ଧରାଇଦେଲେ ଟାଣ ଥିବା କଞ୍ଚା କଦଳୀ। ଝାଡ଼ାବାନ୍ତି ବ୍ୟାପୁଥିବା ବେଳେ ରୋଗୀଙ୍କ ସହ ଏମିତି ବେପରୁଆ ଓ ଖାମଖିଆଲ ମନୋଭାବ ଦେଖାଇଛନ୍ତି ଟେଣ୍ଡର ନେଇଥିବା ଡାଏଟ କଣ୍ଟ୍ରାକ୍ଟର। ଯାଜପୁର ରୋଡ୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଏମିତି ଚିତ୍ର ଦେଖିବାକୁ ମିଳିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)