ରେଭେନ୍ସାର ନୂଆ ନାଁ...
ପୁଣି ଫେରିଲା ରେଭେନ୍ସା ନିଆଁ । ଗୃହରେ ଉଠିଲା ନାଁ ବଦଳା ପ୍ରସଙ୍ଗ । ରଣେନ୍ଦ୍ର ରୋଖିଲେ ପ୍ରଶ୍ନ, ଉତ୍ତର ଦେଲେ ସୂର୍ଯ୍ୟବଂଶୀ ସୂରଜ । କଟକର ହାର୍ଟ କୁହାଯାଉଥିବା ରେଭେନ୍ସା ବିଶ୍ୱ ବିଦ୍ୟାଳୟର ନାମ ପରିବର୍ତ୍ତନ ରାଜନୀତି ପୁଣି ଚର୍ଚ୍ଚାର ପରିଧୀକୁ ଆସିଛି । ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଅଣତାରକା ପ୍ରଶ୍ନ କରିଛନ୍ତି ବିରୋଧୀ ଦଳର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଆଉ ଏହି ପ୍ରସଙ୍ଗରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଲିଖିତ ଉତ୍ତର ରଖିଛନ୍ତି । ଯେଉଁଥିରେ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି, ରେଭେନ୍ସା ନାଁ ପରିବର୍ତ୍ତନ ପାଇଁ କୌଣସି ପ୍ରସ୍ତାବ ନାହିଁ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)