Advertisment

IT ରିଟର୍ଣ୍ଣ ଫାଇଲ୍ କରିଥିଲେ କଟିବନି ରାସନ୍ କାର୍ଡ

କିଏ କୃଷି ଋଣ ପାଇଁ ଜିରୋ IT ରିଟର୍ଣ୍ଣ ଫାଇଲ୍ କରିଥିଲେ ତ ଆଉ କିଏ ଛୋଟମୋଟ୍ ବ୍ୟବସାୟ ଲୋନ୍ ପାଇଁ। କିନ୍ତୁ ଏବେ ତାହା ସେମାନଙ୍କ ଲାଗି ଅଡୁଆ ହୋଇଛି। କାରଣ ଆୟକର ରିଟର୍ଣ୍ଣ ଫାଇଲ୍ କରିଥିବା ହିତାଧିକାରୀମାନଙ୍କୁ ରାସନ କାର୍ଡ ଫେରାଇବାକୁ ଆସିଛି ନୋଟିସ୍।

author-image
Saroj Kumar Jena

Ration Card
Advertisment
Advertisment