Advertisment

ବ୍ରହ୍ମ ଏକ,  ବ୍ରହ୍ମ ଅଦ୍ବିତୀୟ

ବ୍ରହ୍ମ ଏକ,  ବ୍ରହ୍ମ ଅଦ୍ବିତୀୟ । ମହାପ୍ରଭୁଙ୍କ ବାଡଗ୍ରାହୀ ହିଁ ବ୍ରହ୍ମ ସ୍ଥାପନ କରନ୍ତି । ବ୍ରହ୍ମ ସ୍ଥାପନର ପ୍ରକୃତ ସମୟ ଥାଏ । ଶାସ୍ତ୍ରମତ ଅନୁସାରେ ପଥର ମୂର୍ତ୍ତିରେ ବ୍ରହ୍ମ ସଂସ୍ଥାପନ ହୁଏ ନାହିଁ । ଯିଏ ଏଭଳି କରିଛି ଭଗବାନ ତାକୁ କ୍ଷମା ଦେବେନି । ଏହା ପୂରା ସେବାୟତ ମାନଙ୍କ ପ୍ରତି କୁଠାରଘାତ ।

author-image
Sujit kumar Swain

ବ୍ରହ୍ମ ଏକ,  ବ୍ରହ୍ମ ଅଦ୍ବିତୀୟ । ମହାପ୍ରଭୁଙ୍କ ବାଡଗ୍ରାହୀ ହିଁ ବ୍ରହ୍ମ ସ୍ଥାପନ କରନ୍ତି । ବ୍ରହ୍ମ ସ୍ଥାପନର ପ୍ରକୃତ ସମୟ ଥାଏ । ଶାସ୍ତ୍ରମତ ଅନୁସାରେ ପଥର ମୂର୍ତ୍ତିରେ ବ୍ରହ୍ମ ସଂସ୍ଥାପନ ହୁଏ ନାହିଁ । ଯିଏ ଏଭଳି କରିଛି ଭଗବାନ ତାକୁ କ୍ଷମା ଦେବେନି । ଏହା ପୂରା ସେବାୟତ ମାନଙ୍କ ପ୍ରତି କୁଠାରଘାତ । 

Advertisment
Jagannath Temple
Advertisment
Advertisment