ଚାଲି ଚାଲି ପୁରୀ ମୁହାଁ
ଅନେକ ଚ୍ୟାଲେଞ୍ଜ ସତ୍ତ୍ବେ ଚଳିତବର୍ଷ ତ୍ରୁଟିଶୂନ୍ୟ ରଥଯାତ୍ରା ଆୟୋଜନରେ ଲାଗିଛି ପୋଲିସ୍। ଭକ୍ତଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ସହ ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ହୋଇଛି ବ୍ୟାପକ ବନ୍ଦୋବସ୍ତ। ସହର ଜଗିବ ଏଆଇ କ୍ୟାମେରା, ଆକାଶ ମାର୍ଗର ବୁଲୁଛି ଡ୍ରୋନ୍। ରଥର ଇନର ଓ ଆଉଟର କର୍ଡନକୁ ସର୍ବାଧିକ ଗୁରୁତ୍ବ ଦେଇ ନୂଆ ଅଫିସରଙ୍କୁ ଟ୍ରେନିଂ ଦେଉଛନ୍ତି ପୁରୁଣା। ଏଣେ କାଳିଆ ସାଆନ୍ତଙ୍କୁ ରଥରେ ଦର୍ଶନ ପାଇଁ ପୁରୀ ମୁହାଁ ଭକ୍ତ। ଜଗା ନାଁ ଧରି ଖାଲି ପାଦରେ ଚାଲି ଚାଲି ଆସୁଛନ୍ତି ଶ୍ରୀକ୍ଷେତ୍ର।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)