Advertisment

ଡାଇରିଆ ଦୁର୍ବିପାକ ପରେ କୋକୁଆ ଭୟ

ଦିନେ ହସଖୁସିରେ ଫାଟି ପଡ଼ୁଥିବା ପରିବାରର ଏବେ ଲୁହରେ ଭାସୁଛି । ଡାଇରିଆ ଦୁର୍ବିପାକ ପରେ ମାଡ଼ୁଛି କୋକୁଆ ଭୟ । କାହା ଘର ଲୁହରେ ଭାସୁଛି ତ କାହା ଘରେ କବାଟ ପଡ଼ିଛି । କେବଳ ଯାଜପୁର ନୁହେଁ, ବିଭିନ୍ନ ଜିଲ୍ଲାରେ ଝାଡ଼ାବାନ୍ତି କାୟା ବିସ୍ତାର କରିଚାଲିଛି ।

author-image
Santosh Kumar Sahoo

କାହା ଘର ଲୁହରେ ଭାସୁଛି ତ କାହା ଘରେ କବାଟ ପଡ଼ିଛି। ଡାଇରିଆ ଦୁର୍ବିପାକ ପରେ ମାଡ଼ୁଛି କୋକୁଆ ଭୟ। ଅନେକ ପରିବାରର ଅଧିକାଂଶ ସଦସ୍ୟ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। କେବଳ ଯାଜପୁର ନୁହେଁ, ବିଭିନ୍ନ ଜିଲ୍ଲାରେ ଝାଡ଼ାବାନ୍ତି କାୟା ବିସ୍ତାର କରୁଥିବା ବେଳେ, କଟକ ଜିଲ୍ଲା ଟାଙ୍ଗୀ ବ୍ଲକ୍ ଅଞ୍ଚଳରେ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ପରଖିଛି ଓଟିଭି।

Advertisment
Diarrhoea Scare Odisha
Advertisment
Advertisment