ଯେଉଁଠି ଦିନେ ଜନ୍ମ ହୋଇଥିଲେ, ସେହି ଭିଟାମାଟିରେ ପାଦଦେଲେ ରାଷ୍ଟ୍ରପତି। ଦିନେ ଯେଉଁଠି ଅ, ଆ’ ଶିଖିଥିଲେ ସେଇଠି ପିଲାଙ୍କ ସହ ଭାବବିନିମୟ କଲେ, ନାଚିଲେ, ଭାବବିହ୍ବଳ ବି ହେଲେ। ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମମାଟି ତଥା ପୈତୃକ ଗାଁ ଉପରବେଡ଼ା ଯାଇଥିଲେ।
Published By: Sujit kumar Swain
Last updated: 06 December 2024, 09:52 PM IST
ଅଯୋଗ୍ୟ ହୋଇଥିଲେ ମଧ୍ୟ ରାଜନୀତିକ କ୍ଷମତା ମାଧ୍ୟମରେ କିମ୍ବା ମିଛ ତଥ୍ୟଦେଇ ରାସନ୍ କାର୍ଡ ହାତେଇଥିଲେ ଏଥର ହେଵ ଆକ୍ସନ୍ ।