Advertisment

Pravati Parida: SHG ପାଇଁ ପ୍ରଭାତୀଙ୍କ ପଦକ୍ଷେପ, କିନ୍ତୁ ମାନିବାକୁ ନାରାଜ ମହିଳା

ଆଗକୁ ବଢ଼ିବେ ମହିଳା । ଆହୁରି ସଶକ୍ତ ହେବ ନାରୀ ଶକ୍ତି । ଦିଆଯିବ ପ୍ରଶିକ୍ଷଣ, ବଢ଼ିବ ମହିଳାଙ୍କ ସ୍କିଲ୍‌ । ସୋସିଆଲ ମିଡିଆ ‘X’ରେ ଏମିତି କିଛି ପୋଷ୍ଟ କରି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

author-image
Namita Biswal
ଅଦ୍ୟତନ ହୋଇଛି

ଆଗକୁ ବଢ଼ିବେ ମହିଳା । ଆହୁରି ସଶକ୍ତ ହେବ ନାରୀ ଶକ୍ତି । ଦିଆଯିବ ପ୍ରଶିକ୍ଷଣ, ବଢ଼ିବ ମହିଳାଙ୍କ ସ୍କିଲ୍‌ । ସୋସିଆଲ ମିଡିଆ ‘X’ରେ ଏମିତି କିଛି ପୋଷ୍ଟ କରି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ନଜର ପକାନ୍ତୁ ପ୍ରଭାତୀଙ୍କ ଏହି ପୋଷ୍ଟକୁ ମିଶନ ଶକ୍ତି ବଜାର ହେଉଛି ମହିଳାମାନଙ୍କୁ ରୋଜଗାର ଦେବାର ପନ୍ଥା । ମହିଳାଙ୍କୁ ଟ୍ରେନିଂ ଦିଆଯିବା ସହ ସେମାନଙ୍କ ସ୍କିଲ ବୃଦ୍ଧି କରି ଅଧିକ ସକ୍ଷମ କରିବା ଆମ ପ୍ରୟାସ ବୋଲି ପ୍ରଭାତୀ ପୋଷ୍ଟ କରିବା ସହ ଗଣମାଧ୍ୟମକୁ ସୂଚନା ମଧ୍ୟ ଦେଇଛନ୍ତି । 

Advertisment
Odisha Govt SHG Groups Mission Shakti Deputy Chief Minister Pravati Parida
Advertisment
Advertisment