ବିବାହ ବନ୍ଧନରେ ବାନ୍ଧି ହେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ଗୋଆସ୍ଥିତ ପାଞ୍ଜିରେ ନିଜ ବାନ୍ଧବୀ ସୁଶ୍ରୀ ସଙ୍ଗୀତାଙ୍କ ହାତ ଧରିଛନ୍ତି । କେନ୍ଦ୍ରାପଡ଼ାର ଝିଅ ସୁଶ୍ରୀ ସଙ୍ଗୀତା ସାହୁଙ୍କ ସହ ତାଙ୍କର ଶୁଭ ପରିଣୟ ହୋଇଛି । ଉଭୟ ପ୍ରଦୀପ ଓ ସୁଶ୍ରୀଙ୍କ ପରିବାର, ପ୍ରଦୀପଙ୍କ କିଛି ଅନ୍ତରଙ୍ଗ ବନ୍ଧୁ ଓ ପରିଜନଙ୍କୁ ନେଇ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି ।
Published By: Santosh Kumar Sahoo
Last updated: 12 March 2025, 10:19 PM IST
ସୁଆଦିଆ ଜଳଖିଆ ହେଉ କି ଫାଷ୍ଟପୁଡ୍, କିଏ ଶହେ ତ କିଏ ୫୦ ବର୍ଷର ଦୋକାନ। ପୀଢ଼ି ପରେ ପିଢି ଧରି ଚାଲି ଆସୁଥିବା ଏଭଳି ୨୦ଟି ଦୋକାନକୁ ଚିହ୍ନଟ କରି ତାର ବ୍ୟବସାୟୀଙ୍କୁ କିଛିଦିନ ତଳେ ଇନଟାକ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ସହ ସେମାନଙ୍କୁ ଦିଆଯାଇଛି ଇନଟାକ୍ ହେରିଟେଜ୍ ଟ୍ୟାଗ୍।