Advertisment

ମହାଙ୍ଗା ପଡ଼ିଲା ବିବାହ; ୧୨ ବର୍ଷ ପାଇଁ ବାସନ୍ଦ

ନିଜ ଜାତି ଛାଡ଼ି ଅନ୍ୟ ଜାତିର ଝିଅକୁ ବିବାହ କରିବାରୁ ପ୍ରଦୀପଙ୍କ ବିରୋଧରେ ଗାଁ ମଝିରେ ବସିଲା ସଭା। ୧୨ ବର୍ଷ ପାଇଁ ବାସନ୍ଦ ହେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ଧାମନାଗୁଡାରେ ବସିଥିବା ଆଦିବାସୀ ଭତ୍ରା ସମାଜର କେନ୍ଦ୍ରୀୟ କମିଟି ଏହି ନିଷ୍ପତ୍ତି ନେଇଛି।

author-image
Sujit kumar Swain

ନିଜ ଜାତି ଛାଡ଼ି ଅନ୍ୟ ଜାତିର ଝିଅକୁ ବିବାହ କରିବାରୁ ପ୍ରଦୀପଙ୍କ ବିରୋଧରେ ଗାଁ ମଝିରେ ବସିଲା ସଭା। ୧୨ ବର୍ଷ ପାଇଁ ବାସନ୍ଦ ହେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ଧାମନାଗୁଡାରେ ବସିଥିବା ଆଦିବାସୀ ଭତ୍ରା ସମାଜର କେନ୍ଦ୍ରୀୟ କମିଟି ଏହି ନିଷ୍ପତ୍ତି ନେଇଛି।

Advertisment
Pradeep Majhi BJD Leaders
Advertisment
Advertisment