Advertisment

ଯାତ୍ରା ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ମାଡ଼ ଅଭିଯୋଗ

ଯାତ୍ରା ହାସ୍ୟ ଅଭିନେତା ନରେନ୍ଦ୍ର ପଣ୍ଡା ବା ନରି ପଣ୍ଡାଙ୍କୁ ନିର୍ଦ୍ଧୁମ ମାଡ଼। ପ୍ୟାଣ୍ଟ ସାର୍ଟ ଖୋଲି ଉଲଗ୍ନ କରି ମାଡ଼ ମାରିଥିବା ଅଭିଯୋଗ।

author-image
Santosh Kumar Sahoo

ଯାତ୍ରା ହାସ୍ୟ ଅଭିନେତା ନରେନ୍ଦ୍ର ପଣ୍ଡା ବା ନରି ପଣ୍ଡାଙ୍କୁ ନିର୍ଦ୍ଧୁମ ମାଡ଼। ପ୍ୟାଣ୍ଟ ସାର୍ଟ ଖୋଲି ଉଲଗ୍ନ କରି ମାଡ଼ ମାରିଥିବା ଅଭିଯୋଗ। ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ। ସେ କହିଛନ୍ତି, ନରି ପଣ୍ଡା ବର୍ଷା ପାଇଁ ଚୁକ୍ତି କରି ଅଗ୍ରୀମ ନେଇଛନ୍ତି। ଏବେ ନଆସିବାକୁ ବାହାନା କରି ଏମିତି ଅଭିଯୋଗ ଆଣୁଛନ୍ତି। 

Advertisment
Jollywood
Advertisment
Advertisment