Pihu missing case
ଗୋଟେ ମା’ ତା’ ଦେଢ଼ ବର୍ଷର ପୁଅକୁ ପାଇ ଖୁବ୍ ଖୁସି । ଆଉ ଗୋଟେ ମା’ ତା’ ଝିଅର ଅପେକ୍ଷାରେ କାଟି ସାରିଲାଣି ୫ ବର୍ଷ । ଜଣେ ନିଜ ସନ୍ତାନକୁ ପାଇ ଆତ୍ମହରା । ଆଉ ଜଣେ ନିଜ ଝିଅକୁ ଝୁରି ଝୁରି ସରକାରକୁ ନ୍ୟାୟ ମାଗି ଚାଲିଛି । ୨୪ ବର୍ଷର ସରକାର କିଛି ବି ଶୁଣିନାହାନ୍ତି । ୧୦ ମାସ ସରକାର ଠାରୁ ଯାହା ଟିକେ ଆଶା ଥିଲା, ସେ ଆଶା ଆହୁରି ବଢ଼ିଯାଇଛି । କାରଣ ଗୋଟେ ମା’ ତା’ କୁନି ପୁଅକୁ ପାଇ ସାରିଛି । ଆଉ ଏ ମା’ ୫ ବର୍ଷ ତଳେ ପିହୁକୁ ହଜାଇ ଏବେ ମୋହନ ସରକାରଙ୍କ ଉପରେ ଆସ୍ଥା ରଖି ନ୍ୟାୟ ମାଗୁଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)