Advertisment

ଖାକି ବର୍ଦ୍ଦିରେ କଳଙ୍କର ଦାଗ

ଖାକି ବର୍ଦ୍ଦିରେ ଦାଗ। ଜନସାଧାରଣଙ୍କ ବଦଳରେ ଅପରାଧୀଙ୍କୁ ସୁରକ୍ଷା। ଆଉ ଶାନ୍ତିଶୃଙ୍ଖଳା ରକ୍ଷା ପରିବର୍ତ୍ତେ, ନିଶା କାରବାରରେ ଲିପ୍ତ ପୋଲିସ କର୍ମଚାରୀ।

author-image
Santosh Kumar Sahoo

ଗଂଜେଇ ବେପାରରେ ସାମିଲ ପୋଲସ କର୍ମଚାରୀ। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପୋଲିସ ବାରାକ ଭିତରୁ ୩ ଆଇଆରବି ଜବାନଙ୍କ ନିକଟରୁ ଜବତ ହୋଇଛି ୧୫ କୋଲିରୁ ଅଧିକ ଗଂଜେଇ। ଗତକାଲି ବିଶେଷ ସୂତ୍ରରୁ ସୂଚନା ପାଇ ବୌଦ୍ଧ ଏସପି ନିଜେ ଚଢାଉ କରି ୩ ଜଣ ଯବାନଙ୍କୁ ଗିରଫ କରିଛନ୍ତି। ଆଉ ଏପଟେ ଗଂଜେଇ ଭଳି ମାଦକ ଦ୍ରବ୍ୟ ଚୋରା କାରବାରରେ ପୋଲିସ କର୍ମଚାରୀଙ୍କ ସଂପୃକ୍ତି ସାମ୍ନାକୁ ଆସିବା ପରେ ଲୋକେ କାହାକୁ ଭରସା କରିବେ ବୋଲି ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଜନତା।

Advertisment
Boudh
Advertisment
Advertisment