Advertisment

ଚୋର ଧରିବାକୁ ଆସିଥିଲେ, ପୋଲିସକୁ ପିଆଇ ଦେଲେ ପାଣି

ଅଭିଯୁକ୍ତକୁ ଗିରଫ କରି ନେବା ବେଳେ ଛତିଶଗଡ଼ ପୁଲିସକୁ ଅଟକାଇଲେ ପରିବାର ଲୋକେ। ପାଖରେ ୱାରେଣ୍ଟ ଥିଲେ ବି କିଛି ଶୁଣିଲେନି।

author-image
Santosh Kumar Sahoo

ବିଚ୍‌ ରାସ୍ତାରେ ହାଇଡ୍ରାମା। ପାଟିତୁଣ୍ଡ ତା’ପରେ ଧସ୍ତାଧସ୍ତି। ୨ଘଣ୍ଟା ଧରି ଚାଲିଲା ତୁ ତୁ ମେଁ ମେଁ ଆଉ ଠେଲାପେଲା। ଖାକିକୁ ଖାତିର କଲେନି ଲୋକେ। ଦେଖାଇଲେ ନାଲି ଆଖି। ଛତିଗଡ଼ରୁ ବରଗଡ଼, ଅଭିଯୁକ୍ତଙ୍କୁ ଧରିବାକୁ ଆସି ଏଭଳି କିଛି ହଟହଟା ହେଲା ପୁଲିସ। ଅଭିଯୁକ୍ତକୁ ଗିରଫ କରି ନେବା ବେଳେ ଛତିଶଗଡ଼ ପୁଲିସକୁ ଅଟକାଇଲେ ପରିବାର ଲୋକେ। ପାଖରେ ୱାରେଣ୍ଟ ଥିଲେ ବି କିଛି ଶୁଣିଲେନି।

Advertisment
Bargarh Chhattisgarh
Advertisment
Advertisment