କାର୍ କାଚରେ କଳା ଫିଲ୍ମ ଲଗାଇଥିଲେ ସାବଧାନ ! ସାଧାରଣ ନାଗରିକ ହୁଅନ୍ତୁ, ଅବା ଭିଆଇପି କି ଭିଭିଆଇପି । ପୁଣି କମିଶନରେଟ୍ ପୋଲିସ ସ୍କାନରରେ ବେଆଇନ କଳାକାଚ । ଧରାପଡ଼ିଲେ ୫ ହଜାର ଯାଏଁ ଫାଇନ୍, ୬ ମାସ ହୋଇପାରେ ଜେଲ୍ । ଆଜି ରାଜଧାନୀରେ କାର୍ କାଚକୁ ଉଖାରି ହଟାଯାଉଛି ସେଥିରେ ଲାଗିଥିବା କଳା ଫିଲ୍ମ । ଗାଡ଼ି ଯେତେ ଦାମୀ କି ସୌଖୀନ ହୋଇଥାଉ, କଳା କାଚକୁ ଏଣିକି ପୂରାପୂରି ନା ।
Published By: Satyendu Shekher Mishra
Last updated: 10 April 2024, 10:46 PM IST
ଅଚ୍ୟୁତଙ୍କ ସହ ଆହୁରି ଦୁଇ ଜଣଙ୍କୁ ମିଳିତ ଭାବେ ଜେରା କରାଯାଇଛି ଉଚ୍ଚସ୍ତରୀୟ କମିଟି ।