Advertisment

ପୁଣି ବିବାଦରେ ପୀୟୂଷ ତ୍ରିପାଠୀ

ପୁଣି ବିବାଦରେ ପୀୟୂଷ ତ୍ରିପାଠୀ। ଯାତ୍ରା ସୂର୍ଯ୍ୟମନ୍ଦିର ମାଲିକ କଲେ ଟାର୍ଗେଟ୍। କହିଲେ ୨୦୨୬ ଯାଏଁ ପିୟୂଷ କରିଛନ୍ତି ଏଗ୍ରିମେଣ୍ଟ୍। କେମିତି ସିଂହବାହିନୀରେ ଯୋଗଦେବେ ବୋଲି କହୁଛନ୍ତି ?

author-image
Santosh Kumar Sahoo

ଏକ ନୂଆ ବିବାଦ ଭିତରକୁ ପୁଣିଥରେ ଟାଣିହୋଇ ଯାଇଛନ୍ତି ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ। ଗୋଟିଏ ବିବାଦର ସମାଧାନ ହେଉଥିବା ବେଳେ ଆଉ ଗୋଟିଏ ମୁଣ୍ଡ ଟେକୁଛି। ଏଥର ଖୋଦ ସେ ବର୍ତ୍ତମାନ କାମ କରୁଥିବା ଯାତ୍ରାପାର୍ଟି ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ବାଇଁ ଆଣିଛନ୍ତି ସାଂଘାତିକ ଅଭିଯୋଗ। ଯାତ୍ରା ସିଂହବାହିନୀ ମାଲିକ ସଂଜୀବ ପାଢୀଙ୍କ ସହ ବିବାଦ ପରେ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମରେ ନିଜର ଭୁଲ ମାନି ନେଇଥିଲେ ପୀୟୂଷ। ଆଉ ଆରବର୍ଷ ଯାତ୍ରା ସିଂହବାହିନୀରେ କାମ କରିବେ ବୋଲି କ୍ୟାମେରା ସାମ୍ନାରେ କହିଥିଲେ।

Advertisment
Odisha Jollywood
Advertisment
Advertisment